ଭଞ୍ଜନଗର କୋର୍ଟ ସମ୍ମୁଖରେ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ।

13
ADVERTISEMENT

ବ୍ରହ୍ମପୁର ୦୬/୩(ଡ଼ି.ଏଚ ବ୍ୟୁରୋ):-ଗଂଜାମ ଜିଲ୍ଲା ଭଞ୍ଜନଗର କୋର୍ଟ ସମ୍ମୁଖରେ ଅଶୋକ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ହତ୍ୟାକାରୀ ପଢ଼ାଳ ଗ୍ରାମର ଦିଲ୍ଲୀପ ଜେନା ହୋଇଥିବାବେଳେ ପୁଲିସ ଦିଲ୍ଲୀପକୁ ଥାନାରେ ଅଟକ ରଖି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି। ଏବଂ ମୃତ ଅଶୋକ ବୁଦୁଲି ଗ୍ରାମର ହୋଇଥିବାବେଳେ ସେ ନିଜର ପୂର୍ବ ମାମଲାରେ କୋର୍ଟକୁ ଆସିଥିଲା।

Advertisement