ସମ୍ବଲପୁର ପୋଲିସ ରାଜ୍ୟ ବାହାରର ୬ ଜଣିଆ ଲେଡି ଚେନ୍ ସ୍ନାଚିଂ ଗ୍ୟାଙ୍ଗକୁ ଗିରଫ କରିଛି ।

11
ADVERTISEMENT

ସମ୍ବଲପୁର,୦୬/୩(ଡ଼ି.ଏଚ ବ୍ୟୁରୋ):-ସମ୍ବଲପୁର ପୋଲିସ ରାଜ୍ୟ ବାହାରର ୬ ଜଣିଆ ଲେଡି ଚେନ୍ ସ୍ନାଚିଂ ଗ୍ୟାଙ୍ଗକୁ ଗିରଫ କରିଛି । ଏହି ଗ୍ୟାଙ୍ଗ ସ୍ଥାନୀୟ ବେଶ ଭୁଷାରେ ରହି ଭିଡ଼ ସ୍ଥାନରୁ ଚେନ୍ ଛଡାଇ ନେଉଥିଲେ । ତେବେ ନକଲି ପରିଚୟପତ୍ର ତିଆରି କରି ଏମାନେ ଓଡ଼ିଶାରେ ରହୁଥିବା ବେଳେ ଏମାନଙ୍କ ଠାରୁ ପୋଲିସ ୫୦ ଗ୍ରାମ ସୁନା ଜବତ କରିଛି ।

Advertisement