ଭାରସାମ୍ୟ ହରାଇ ଟ୍ରକର ପଛକୁ ପିଟି ହେଲା କାର,ଦୁଇ ଜଣଙ୍କର ମୃତ୍ୟୁ।

12
ADVERTISEMENT

ଅନୁଗୋଳ,୨୧।୦୨ (ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ୫୫ନଂ ଜାତୀୟ ରାଜପଥ ମରାମତିରା ନିକଟରେ ଭାରସାମ୍ୟ ହରାଇ ଟ୍ରକର ପଛକୁ ପିଟି ହେଲା କାର। ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅନ୍ୟ ଜଣେ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି । ସମସ୍ତ ଏକ ବାହାଘର ଭୋଜିରେ ଯୋଗ ଦେଇ କାରରେ ଘରକୁ ଫେରୁଥିଲେ । ଏବଂ ମୃତକ ଦୁଇ ଜଣ ହେଲେ ଅମିତ କୁମାର ସାହୁ ଓ ଭୀଷ୍ମ ସାହୁ ।

Advertisement