Thursday, August 20, 2026
ADVERTISEMENT
Home ଆଞ୍ଚଳିକ କଟକ ବିଦ୍ୟାଧରପୁର ଅଞ୍ଚଳରେ ଜଣେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ।

କଟକ ବିଦ୍ୟାଧରପୁର ଅଞ୍ଚଳରେ ଜଣେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା ।

35
ADVERTISEMENT

କଟକ,୦୬/୩(ଡ଼ି.ଏଚ ବ୍ୟୁରୋ):-କଟକ ବିଦ୍ୟାଧରପୁର ଅଞ୍ଚଳରେ ଜଣେ ସିଆରପିଏଫ୍ ଯବାନଙ୍କ ଆତ୍ମହତ୍ୟା । ମୃତଯବାନ ଜଗତସିଂହପୁର ବିରିଡି ଅଞ୍ଚଳର ଦ୍ବିତୀକୃଷ୍ଣ ପଣ୍ଡା(୪୫) ବୋଲି ଜଣାପଡିଥିବାବେଳେ ସେ ଦୀର୍ଘ ଦିନ ହେବ କଟକ ବିଦ୍ୟାଧରପୁର ଅଞ୍ଚଳରେ ଭଡା ଘର ନେଇ ରହୁଥିଲେ। ଖବର ପାଇ ସିଆରଆରଆଇ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ପାରିବାରିକ ବିବାଦକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି।

Advertisement