୩ଜଣ ଭାରତୀୟଙ୍କୁ ଅଲକାଏଦା ଆତଙ୍କବାଦୀ ଅପହରଣ କରି ନେଇଛନ୍ତି।

61
ADVERTISEMENT

ବ୍ରହ୍ମପୁର,୦୫/୭(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମ ଆଫ୍ରିକାର ମାଲିରେ ଡାଏମଣ୍ଡ୍ ସିମେଣ୍ଟ୍ ଫ୍ୟାକ୍ଟ୍ରିରେ କାମ କରୁଥିବା ୩ଜଣ ଭାରତୀୟଙ୍କୁ ଅଲକାଏଦା ଆତଙ୍କବାଦୀ ଅପହରଣ କରି ନେଇଛନ୍ତି। ଏବଂ ୩ ଅପହୃତଙ୍କ ମଧ୍ୟରେ ଜଣେ ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସମରଝୋଳ ଗ୍ରାମର ପି. ଭେଙ୍କଟରମଣା ହୋଇଥିବାବେଳେ ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କ ମା’ ପି. ନାର୍ସାମ୍ମା ହିଞ୍ଜିଳିକାଟୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisement