ଭଦ୍ରକ,୧୭/୫(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ବାସୁଦେବପୁର କନିଷ୍ଠ ଯନ୍ତ୍ରୀ ଅଶୋକ ଦାସ । ସେ ବ୍ରାହ୍ମଣୀ ଗାଁ ଛକରେ ପୋଖରୀ ପୁନଃରୁଦ୍ଧାର ଓ ମାର୍କେଟ କମ୍ପ୍ଲେକ୍ସ ବିଲ କରାଇ ଦେବାକୁ କହି ନିୟୁଇଣ୍ଡିଆ ସାହି ସ୍ଥିତ ଭଡା ଘରେ ଠିକାଦାରଙ୍କଠୁ ୧୦ ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରାପଡିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।






















