Tuesday, September 8, 2026
ADVERTISEMENT
Home Uncategorized ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା,୪ ଜଣଙ୍କର ମୃତ୍ୟୁ।

ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା,୪ ଜଣଙ୍କର ମୃତ୍ୟୁ।

83
ADVERTISEMENT

ନୂଆଦିଲ୍ଲୀ,୧୯/୪(ଡ଼ି.ଏଚ ବ୍ୟୁରୋ):-ଆଜି ଦିଲ୍ଲୀର ମୁସ୍ତାଫାବାଦ ଅଞ୍ଚଳରେ ଭୁଶୁଡିଲା ୪ ମହଲା କୋଠା। ଏଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ କେତେ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବଂ କିଛି ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଥିବାବେଳେ ଘଟଣାସ୍ଥଳରେ ଅଗ୍ନିଶମବାହିନୀ,ଏନଡିଆରଏଫ୍ ଟିମ୍, ଡଗ୍ ସ୍କ୍ଵାର୍ଡ ଏବଂ ପୁଲିସ୍ ପକ୍ଷରୁ ରେସକ୍ୟୁ ଅପରେସନ୍ ଜାରି ରହିଛି।

Advertisement