Friday, September 25, 2026
ADVERTISEMENT
Home ଜାତୀୟ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଲାଗି ରହିଛି।

ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଲାଗି ରହିଛି।

166
ADVERTISEMENT

ନୂଆଦିଲ୍ଲୀ,୨୭/୧୧(ଡି.ଏଚ ବ୍ୟୁରୋ):-ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲରେ ଫସି ରହିଥିବା ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କାର୍ଯ୍ୟ ଲାଗି ରହିଛି। ଏବଂ ଆବର୍ଜନା ଭିତରୁ ଖନନ ସମୟରେ ଭାଙ୍ଗି ଯାଇଥିବା ଅଗର ମେସିନକୁ କାଢ଼ିବା ପାଇଁ ସେନାର ଯବାନମାନେ କାମ ଆରମ୍ଭ କରିଦେଇଛନ୍ତି। ଅନ୍ୟପକ୍ଷରେ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଲାଗି ବିକଳ୍ପ ସ୍ବରୂପ ପାହାଡ଼ ଉପରୁ ୨୦ ମିଟର ଗଭୀର ପର୍ଯ୍ୟନ୍ତ ଭର୍ଟିକାଲ ଡ୍ରିଲିଂ କରାଯାଇଥିବାବେଳେ ଆହୁରି ୮୦ ମିଟର ଡ୍ରିଲ୍ କରିବାକୁ ପଡ଼ିବ।

Advertisement