Thursday, September 24, 2026
ADVERTISEMENT
Home ଜାତୀୟ ପ୍ରବଳ ବର୍ଷା ଯୋଗୁଁ ୭ଜଣ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ୩ଜଣ ନିଖୋଜ ।

ପ୍ରବଳ ବର୍ଷା ଯୋଗୁଁ ୭ଜଣ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ୩ଜଣ ନିଖୋଜ ।

388
ADVERTISEMENT

ନୂଆଦିଲ୍ଲୀ,୧୪/୮(ଡି.ଏଚ୍ ବ୍ୟୁରୋ):-ହିମାଚଳ ପ୍ରଦେଶର ସୋଲାନ୍ ଅନ୍ତର୍ଗତ ଜାଦୋଁ ଗାଁରେ ଅତି ପ୍ରବଳ ବର୍ଷା ଯୋଗୁଁ ୭ଜଣ ଲୋକଙ୍କର ମୃତ୍ୟୁ ଘଟି ଥିବାବେଳେ ୩ଜଣ ନିଖୋଜ ଅଛନ୍ତି। ସେହିଭଳି ସିମଲା ଉପନଗରୀ ବୈଲେଗଞ୍ଜ ନିକଟରେ ଥିବା ଶିବ ବାୱଦି ମନ୍ଦିର ଭୁଶୁଡ଼ି ପଡ଼ିବା ଫଳରେ ସେଥିରେ ଥିବା ୨୦ରୁ ୨୫ଜଣ ଲୋକ ଭଗ୍ନସ୍ତୂପ ତଳେ ପୋତି ହୋଇପଡ଼ିଥିବା ଆଶଙ୍କା କରାଯାଉଛି।

Advertisement