ADVERTISEMENT
Home ଜାତୀୟ ଗୁଜରାଟରେ ମୌସୁମୀ ବର୍ଷାରେ କେତେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି।

ଗୁଜରାଟରେ ମୌସୁମୀ ବର୍ଷାରେ କେତେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିଛି।

110
ADVERTISEMENT

ଗୁଜରାଟ,o୩/୭(ଡି.ଏଚ ବ୍ୟୁରୋ):-ଗୁଜରାଟରେ ମୌସୁମୀ ବର୍ଷା ପ୍ରବଳ ମାତ୍ରାରେ ଲାଗିରହିଥିବା ବେଳେ ରାଜ୍ୟର କେତେକ ତଳିଆ ଅଞ୍ଚଳ ଜଳବନ୍ଦୀ ହୋଇ ରହିବା ସହ ବନ୍ୟାଭଳି ସ୍ଥିତି ସୃଷ୍ଟି ହୋଇଛି।ଫଳରେ କଚ୍ଚ, ଜାମନଗର, ଜୁନାଗଡ଼ ଏବଂ ନବସାରିର କେତେକ ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ ଏବଂ ଏସଡିଆରଏଫ ମୁତୟନ କରାଯାଇଛି।

Advertisement