ADVERTISEMENT
Home ଜାତୀୟ ଭୟଙ୍କର ରୂପ ନେଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ତଟ ଆଡ଼କୁ ମାଡି ଆସୁଛି ।

ଭୟଙ୍କର ରୂପ ନେଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ତଟ ଆଡ଼କୁ ମାଡି ଆସୁଛି ।

270
ADVERTISEMENT

ନୂଆଦିଲ୍ଲୀ,୧୫/୬(ଡି.ଏଚ ବ୍ୟୁରୋ):-ଭୟଙ୍କର ରୂପ ନେଇଥିବା ବାତ୍ୟା ‘ବିପର୍ଯ୍ୟୟ’ ଗୁଜରାଟ ତଟ ଆଡ଼କୁ ମାଡି ଆସୁଛି । ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର ସୌରାଷ୍ଟ୍ର, କଚ୍ଛ ଏବଂ ପାକିସ୍ତାନର ଉପକୂଳ ଅଞ୍ଚଳ ସ୍ଥଳଭାଗ ଛୁଇଁବ। ଏବଂ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୦ କିମି ରହିବ। ସହ ବାତ୍ୟା ଅତି ଭୟଙ୍କର କ୍ଷତି କରିବ ବୋଲି ପୂର୍ବାନୁମାନ କରାଯାଇଛି। ସେପଟେ ସୌରାଷ୍ଟ୍ର, ଦ୍ବାରକା ଏବଂ କଚ୍ଛ ଉପକୂଳରେ ରେଡ ଆଲର୍ଟ ଜାରି ହୋଇଥିବାବେଳେ ଗୁଜରାଟର ୮ ଜିଲ୍ଲାର ତଳିଆ ଅଞ୍ଚଳରୁ ୫୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି।

Advertisement