Wednesday, October 14, 2026
ADVERTISEMENT
Home ଜାତୀୟ ଆଜି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍ ଗ୍ରାଉଣ୍ଡରେ ସେନା ଦିବସ ପାଳନ କରାଯାଉଛି।

ଆଜି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍ ଗ୍ରାଉଣ୍ଡରେ ସେନା ଦିବସ ପାଳନ କରାଯାଉଛି।

160
ADVERTISEMENT

ନୂଆଦିଲ୍ଲୀ,୧୫/୧(ଡି.ଏଚ ବ୍ୟୁରୋ):-ଆଜି କର୍ଣ୍ଣାଟକର ବେଙ୍ଗାଲୁରୁସ୍ଥିତ ଗୋବିନ୍ଦସ୍ବାମୀ ପରେଡ୍ ଗ୍ରାଉଣ୍ଡରେ ସେନା ଦିବସ ପାଳନ କରାଯାଉଛି। ଏହି ସେନା ଦିବସ ପରେଡ୍ ଦିଲ୍ଲୀରେ ଅନୁଷ୍ଠିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଦିଲ୍ଲୀ ବାହାରକୁ ନିଆଯାଇଛି। ଏବଂ ଏହି ପରେଡ୍ରେ ‘ବାଇକ୍ ଷ୍ଟଣ୍ଟ୍’, ‘ସ୍କାଏଡାଇଭିଙ୍ଗ୍’ ଏବଂ ‘ବ୍ୟାଣ୍ଡ୍ ଡିସ୍ପ୍ଲେ’ ଭଳି ଚିତ୍ତାକର୍ଷକ ପ୍ରଦର୍ଶନ ମଧ୍ୟ କରାଯିବ।

Advertisement