Wednesday, October 14, 2026
ADVERTISEMENT
Home ଜାତୀୟ ରୁଷ୍ ର ୟୁକ୍ରେନ୍ ଉପରେ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ ।

ରୁଷ୍ ର ୟୁକ୍ରେନ୍ ଉପରେ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ ।

136
ADVERTISEMENT

ନୂଆଦିଲ୍ଲୀ,୩୦/୧୨(ଡି.ଏଚ୍ ବ୍ୟୁରୋ):-ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଲାଗିଥିବା ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେଉଛି। ରୁଷ୍ ର ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ ଜାରି ଥିବାବେଳେ ଆଜି ରୁଷ୍ ୟୁକ୍ରେନର ରାଜଧାନୀ କିବ୍ ସମେତ ୩ଟି ପ୍ରମୁଖ ସହରରେ ପ୍ରବଳ କ୍ଷେପଣାସ୍ତ୍ର ମାଡ଼ କରିଛି। ଫଳରେ ପ୍ରଚଣ୍ଡ ଶବ୍ଦ ସହ ଭୟଙ୍କର ଦୃଶ୍ୟ ଦେଖି ମେଟ୍ରୋ ଟନେଲକୁ ଦୌଡ଼ିଥିଲେ ୟୁକ୍ରେନ୍ ବାସୀ ।

Advertisement