Wednesday, October 14, 2026
ADVERTISEMENT
Home ଜାତୀୟ ଆନ୍ଧପ୍ରଦେଶର ଅନାକପଲ୍ଲୀ ସ୍ଥିତ ଏକ ଔଷଧ କମ୍ପାନୀର ଲ୍ୟାବରେ ନିଆଁ,୪ ଜଣ ଜଳିପୋଡି ଜୀବନ୍ତ ଦଗ୍ଧ।

ଆନ୍ଧପ୍ରଦେଶର ଅନାକପଲ୍ଲୀ ସ୍ଥିତ ଏକ ଔଷଧ କମ୍ପାନୀର ଲ୍ୟାବରେ ନିଆଁ,୪ ଜଣ ଜଳିପୋଡି ଜୀବନ୍ତ ଦଗ୍ଧ।

133
ADVERTISEMENT

ଆନ୍ଧପ୍ରଦେଶ,୨୭/୧୨(ଡି.ଏଚ୍ ବ୍ୟୁରୋ):-ଆନ୍ଧପ୍ରଦେଶର ଅନାକପଲ୍ଲୀ ସ୍ଥିତ ଏକ ଔଷଧ କମ୍ପାନୀର ଲ୍ୟାବରେ ନିଆଁ ଲାଗି ୪ ଜଣ ଜଳିପୋଡି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ କେତେ ଜଣ ଗୁରୁତର ହୋଇ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି ।ଏବଂ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ପୁଲିସ ଘଟଣାର ତଦନ୍ତଜାରି ରଖିଛି ।

Advertisement