Wednesday, October 14, 2026
ADVERTISEMENT
Home ଜାତୀୟ ତାମିଲନାଡ଼ୁର ଥେନି ଜିଲ୍ଲାରେ ନିୟନ୍ତ୍ରଣ ହରାଇ ଏକ କାର୍ ୪୦ ଫୁଟ ଖାଇକୁ ଖସିପଡ଼ିବା ଯୋଗୁଁ...

ତାମିଲନାଡ଼ୁର ଥେନି ଜିଲ୍ଲାରେ ନିୟନ୍ତ୍ରଣ ହରାଇ ଏକ କାର୍ ୪୦ ଫୁଟ ଖାଇକୁ ଖସିପଡ଼ିବା ଯୋଗୁଁ ୮ଜଣଙ୍କର ମୃତ୍ୟୁ।

129
ADVERTISEMENT

ନୂଆଦିଲ୍ଲୀ,୨୪/୧୨(ଡି.ଏଚ୍ ବ୍ୟୁରୋ):-ତାମିଲନାଡ଼ୁର ଥେନି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ଏକ କାର୍ ୪୦ ଫୁଟ ଖାଇକୁ ଖସିପଡ଼ିବା ଯୋଗୁଁ ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି । ସମସ୍ତ ମୃତକ ଥେନି ଜିଲ୍ଲାର ଆନ୍ଦିପାଟ୍ଟି ବାସିନ୍ଦା ଥିବାବେଳେ ସେମାନେ ସାବରିମାଲାରୁ ଫେରୁଥିଲେ ।

Advertisement