ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ବେଲପଡ଼ା ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ।

ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ବେଲପଡ଼ା ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ।

149
ADVERTISEMENT

ବଲାଙ୍ଗୀରି ,୧୮/୧୧(ଡି.ଏଚ୍ ବ୍ୟୁରୋ):-ଭିଜିଲାନ୍ସ ଜାଲରେ ବଲାଙ୍ଗୀରି ଜିଲ୍ଲା ବେଲପଡ଼ା ତହସିଲ କାର୍ଯ୍ୟାଳୟର ସେକ୍ସନ ଅଫିସର ଯୁଗଳ କିଶୋର ରାଉତ। ସେ ଏକ ମ୍ୟୁଟେସନ କାମ ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଏବଂ ଭିଜିଲାନ୍ସ ଟିମ୍ ତାଙ୍କ ପାଟଣାଗଡ଼ ବଡ଼ପଡା ସ୍ଥିତ ଘର ଓ ବେଲପଡ଼ା ତହସିଲ ଅଫିସରେ ଚଢ଼ାଉ ଜାରି ରଖିଛି ।

Advertisement