ADVERTISEMENT
Home ଆଞ୍ଚଳିକ ୪୦୩.୨ ଗ୍ରାମ ଓଜନର ବ୍ରାଉନ୍ସୁଗାର,ଜଣେ ମହିଳାଙ୍କ ସମେତ ୬ଜଣ ଗିରଫ l

୪୦୩.୨ ଗ୍ରାମ ଓଜନର ବ୍ରାଉନ୍ସୁଗାର,ଜଣେ ମହିଳାଙ୍କ ସମେତ ୬ଜଣ ଗିରଫ l

1
ADVERTISEMENT

ଜୟପୁର,୦୫/୧୦(ଡ଼ି.ଏଚ ବ୍ୟୁରୋ):-ଜୟପୁର କେନାଲ ରୋଡ୍ ନିକଟରେ ଜୟପୁର ଟାଉନ୍ ପୁଲିସରେ ଚଢ଼ାଉ ବେଳେ ଜଣେ ମହିଳାଙ୍କ ସମେତ ୬ଜଣ ଗିରଫ l ଏବଂ ସେମାନଙ୍କ ନିକଟରୁ ୪୦୩.୨ ଗ୍ରାମ ଓଜନର ବ୍ରାଉନ୍ସୁଗାର , ଏକ କାର୍, ନଗଦ ୨୦ ହଜାର ଟଙ୍କା, ୮ଟି ମୋବାଇଲ୍ ଫୋନ୍, ଗୋଟିଏ ଭୁଜାଲି ଓ ଗୋଟିଏ ଛୁରି ଜବତ ହୋଇଛି। ଏବଂ ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ।

Advertisement