Thursday, October 8, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ ରାଗିଙ୍ଗ ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ।

ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ ରାଗିଙ୍ଗ ଭିଡିଓ ଭାଇରାଲ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ।

120
ADVERTISEMENT

ବ୍ରହ୍ମପୁର,୧୭/୧୧(ଡି.ଏଚ ବ୍ୟୁରୋ):-ବ୍ରହ୍ମପୁର ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ରୀ ରାଗିଙ୍ଗ ଭିଡିଓ ଭାଇରାଲ ହେବା ପରେ ପୋଲିସ ଭିଡ଼ିଓକୁ ଆଧାର କରି ଦୁଇଜଣ ଛାତ୍ରଙ୍କୁ ଗିରଫ କରିବା ସହ ଅନ୍ୟ ତିନି ଜଣକୁ ଅଟକ ରଖିଛି । ଏବଂ ଆଣ୍ଟି ରାଗିଂ କମିଟି ଏବଂ ଶୃଂଖଳତାଗତ କମିଟିର ରିପୋର୍ଟ ଅନୁଯାୟୀ ଗିରଫ ଦୁଇଜଣ ଛାତ୍ରଙ୍କୁ କଲେଜରୁ ବହିଷ୍କାର ଏବଂ ଏଥିରେ ସଂପୃକ୍ତ ଅନ୍ୟ ଛାତ୍ର ଓ ଛାତ୍ରୀଙ୍କୁ ବର୍ଷକ ପାଇଁ କଲେଜରୁ ନିଲମ୍ବନ କରିବା ପାଇଁ କଲେଜ କର୍ତ୍ତୃପକ୍ଷକୁ ପୁଲିସ ପକ୍ଷରୁ ସୁପାରିସ କରାଯାଇଥିବା ସୂଚନା ।

Advertisement