Thursday, October 8, 2026
ADVERTISEMENT
Home ଆଞ୍ଚଳିକ ବ୍ୟବସାୟୀକୁ ବନ୍ଧୁକ ଦେଖାଇ ଲୁଟିନେଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା।

ବ୍ୟବସାୟୀକୁ ବନ୍ଧୁକ ଦେଖାଇ ଲୁଟିନେଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା।

153
ADVERTISEMENT

ରାଉରକେଲା,୧୫/୧୧(ଡି.ଏଚ ବ୍ୟୁରୋ):-ରାଉରକେଲାର ରିଂ ରୋଡ ନିକଟରେ କିଛି ଦୁର୍ବୃତ୍ତ ଜଣେ ବ୍ୟବସାୟୀକୁ ବନ୍ଧୁକଦେଖାଇ ଲୁଟିନେଲେ ୧୪ ଲକ୍ଷ ୯୩ ହଜାର ୪୦୦ ଟଙ୍କା। ସେ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଯିବାବେଳେ କିଛି ଦୁର୍ବୃତ୍ତ ପଲସର ଗାଡ଼ିରେ ଟଙ୍କା ଲୁଟ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏନେଇ ଉଦିତନଗର ଥାନା ପୋଲିସ ପକ୍ଷରୁ ଘଟଣା ସ୍ଥଳରେ ଛାନଭିନ୍ ଜାରି ।

Advertisement