Thursday, October 8, 2026
ADVERTISEMENT
Home ଆଞ୍ଚଳିକ ଭାରସାମ୍ୟ ହରାଇ ଇଲେକଟ୍ରିକ ଖୁଣ୍ଟିରେ ପିଟହେଲା ବାଇକ,ଜଣକର ମୃତ୍ୟୁ।

ଭାରସାମ୍ୟ ହରାଇ ଇଲେକଟ୍ରିକ ଖୁଣ୍ଟିରେ ପିଟହେଲା ବାଇକ,ଜଣକର ମୃତ୍ୟୁ।

158
ADVERTISEMENT

ରାଉରକେଲା,୧୪/୧୧(ଡି.ଏଚ୍ ବ୍ୟୁରୋ):-ରାଉରକେଲାର ବାଟମଙ୍ଗଳା ରାସ୍ତାରେ ଭାରସାମ୍ୟ ହରାଇ ଇଲେକଟ୍ରିକ ଖୁଣ୍ଟିରେ ପିଟହେଲା ବାଇକ । ଦୁର୍ଘଟଣାରେ ବାଇକରେ ଥିବା ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ନିକଟସ୍ଥ ମେଡିକାଲରେ ଭର୍ତି । ଏବଂ ଦୁହେଁ ସିଭିଲରେ PHD ଛାତ୍ରଥିଲେ ।

Advertisement