Wednesday, October 7, 2026
ADVERTISEMENT
Home ଆଞ୍ଚଳିକ ରଘୁନାଥପୁର ନାମଯଜ୍ଞ ଉଦଯାପିତ l

ରଘୁନାଥପୁର ନାମଯଜ୍ଞ ଉଦଯାପିତ l

142
ADVERTISEMENT

କୁକୁଡାଖଣ୍ଡି,୦୯/୧୧(ଇ .ରଞ୍ଜନ):-କୁକୁଡାଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗ୍ରାମରେ ତିନି ଦିନ ଧରି ଚାଲିଥିବା ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି l କାର୍ତିକ ମାସ ଉପଲକ୍ଷେ ଅଞ୍ଚଳରେ ଅଧିକରୁ ଅଧିକ ଲୋକଙ୍କ ମନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ପାଇଁ ଏହି ନାମଯଜ୍ଞ ଅନୁଷ୍ଠିତ ହୋଇଛି l.ଏହି ନାମ ସଂକୀର୍ତନ ଗ୍ରାମବାସୀଙ୍କ ମିଳିତ ଭାବେ ସମାପନ ହୋଇଛି lଏବଂ ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟାକ୍ଷା ବିଷ୍ଣୁପ୍ରିୟା ପାତ୍ର, ବିଧାୟକ ପ୍ରତିନିଧି ଉଦୟ କୁମାର ବେହେରା ଯୋଗଦେଇଥିଲେ l

Advertisement