Tuesday, September 8, 2026
ADVERTISEMENT
Home Uncategorized ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ।

ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ।

153
ADVERTISEMENT

ଚୌଦ୍ୱାର,୨୦/୧(ଡ଼ି.ଏଚ ବ୍ୟୁରୋ):-ଚୌଦ୍ୱାର ଅଞ୍ଚଳରେ ଜଣେ ସୁନା ବ୍ୟବସାୟୀଙ୍କୁ ଗୁଳି କରି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟ କଲେ ଦୁର୍ବୃତ୍ତ। ଫଳରେ ସୁନା ବ୍ୟବସାୟୀ ଦେବେନ୍ଦ୍ର ମହାରଣା ଓ ତାଙ୍କ ସହଯୋଗୀ ଗୁରୁତର ଭାବେ ଆହତ ହୋଇଥିବାବେଳେ ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସର ତଦନ୍ତ ଜାରି ।

Advertisement