ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍‌କୁ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ

251
ADVERTISEMENT

ନୂଆଦିଲ୍ଲୀ,୭/୮, ଏଜେନସି : ଜାମ୍ମୁ ଓ କାଶ୍ମୀର ପୁନର୍ଗଠନ ବିଲ୍‌କୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସମର୍ଥନ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟ୍ବିଟ୍‌କରି କହିଛନ୍ତି ଭାରତର ଏକତା ପାଇଁ ଏହା ଜରୁରୀ ଥିଲା, ସାମ୍ବିଧାନିକ ପଦ୍ଧତିରେ ହୋଇଥିଲେ କାହାର ପ୍ରଶ୍ନ ଉଠି ନଥାନ୍ତା

Advertisement