Tuesday, September 8, 2026
ADVERTISEMENT
Home ଜାତୀୟ କଳିଯୁଗରେ ଭଗବାନ ଶ୍ରୀକୃଷ୍ଣ କ’ଣ ପୁଣି ଜନ୍ମ ନେଲେ କି?

କଳିଯୁଗରେ ଭଗବାନ ଶ୍ରୀକୃଷ୍ଣ କ’ଣ ପୁଣି ଜନ୍ମ ନେଲେ କି?

337
ADVERTISEMENT

ଆସାମ,୧/୮ ଏଜେନସି : ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଲୋକ ବନ୍ୟା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପାଣି ଘେରରେ ଥିବା ଲୋକଙ୍କୁ ଡଙ୍ଗା ଯୋଗେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ତେବେ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଜଣେ ୨୪ ବର୍ଷୀୟ ମହିଳା ଡଙ୍ଗାରେ ଶିଶୁପୁତ୍ର ପ୍ରସବ କରିଛନ୍ତି। ତା’ ନାଁ କ୍ରୀଷ୍ଣା ରଖାଯାଇଛି। ଭଗବାନ କୃଷ୍ଣ ମଧ୍ୟ ମୂଷଳ ଧାରାରେ ବର୍ଷା ସାଙ୍ଗକୁ ଭୟଙ୍କର ବନ୍ୟା ହୋଇଥିବା ସମୟରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହି ପୁତ୍ର ସନ୍ତାନର ନାମକରଣରେ ପରିବାର ଲୋକେ ତାର ନାମ କ୍ରୀଷ୍ଣା ରଖିଛନ୍ତି।

Advertisement