Wednesday, September 30, 2026
ADVERTISEMENT
Home କନ୍ଧମାଳ ସଫେଇ କର୍ମଚାରୀ ଓ ସୁପରଭାଇଜରଙ୍କୁ ବିଜେପି ପକ୍ଷରୁ ରିଲିଫ ସାମଗ୍ରୀ ସହ ସାନିଟାଇଜେର ବଣ୍ଟନ

ସଫେଇ କର୍ମଚାରୀ ଓ ସୁପରଭାଇଜରଙ୍କୁ ବିଜେପି ପକ୍ଷରୁ ରିଲିଫ ସାମଗ୍ରୀ ସହ ସାନିଟାଇଜେର ବଣ୍ଟନ

342
ADVERTISEMENT

କନ୍ଧମାଳ,୧୦-୦୬ (ଟିକି ଦଣ୍ଡିଆ): ବାଲିଗୁଡ଼ା ଏନଏସିରେ କାର୍ଯ୍ୟରତ ଥିବା ସଫେଇ କର୍ମଚାରୀଙ୍କୁ ବିଜେପି ପକ୍ଷରୁ ରିଲିଫ ସାମଗ୍ରୀ ବାଣ୍ଟିବା ସହ ସାନିଟାଇଜେର ଦିଆଯାଇଛି ଏହି ବଣ୍ଟନ କାର୍ଯ୍ୟକ୍ରମ ବାଲିଗୁଡ଼ା ନୁଆସାହି ଠାରେ ଆୟୋଜନ ହୋଇଥିଲା ଏହାକୁ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବାଲିଗୁଡ଼ା ନଗର ସଭାପତି ଦିବାକର ସାହୁ, ବାଲିଗୁଡ଼ା ନଗର ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ପୂର୍ବତନ ସଭାପତି ସୁରେନ୍ଦ୍ର ପାତ୍ର, ଯୁବ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଅଭୟ ପାତ୍ର, ବହୁ ବିଜେପି କର୍ମୀ ଉପସ୍ଥିତ ରହି ମୋଟ ୪୮ଜଣ କର୍ମଚାରୀଙ୍କୁ ଦିଆଯିବା ସହ ସୁପରଭାଇଜରଙ୍କୁ ମଧ୍ୟ ଦିଆଯାଇଛି |

Advertisement