Saturday, November 21, 2026
ADVERTISEMENT
Home କନ୍ଧମାଳ ବ୍ୟାଙ୍କରେ ରହୁନାହିଁ ସାମାଜିକ ଦୂରତା

ବ୍ୟାଙ୍କରେ ରହୁନାହିଁ ସାମାଜିକ ଦୂରତା

541
ADVERTISEMENT

କନ୍ଧମାଳ,୧୨-୦୫(ସୁରେଶ କୁମାର ପଣ୍ଡା):ସାରାବିଶ୍ୱରେ କରୋନା ଭୁତାଣୁର ଭୟ ଚାଲିଥିବା ବେଳେ କେନ୍ଦ୍ର ଓ ରାଜ୍ୟ ଦିନ ରାତି ଏକ କରି ଲଢ଼ୁଥିବା ବେଳେ କେତେକ ସ୍ଥାନରେ ଏହାକୁ ବେଖାତିର କରିଚାଲିଛନ୍ତି କଥାରେ ଅଛି ମତେ ଯେତେ ମାଠିବୁ ମାଠେ ସେହି ଦରପଡ଼ା କାଟେ ସେହିଭଳି କଥା ଆମେ କହୁନୁ କହୁଛି ଏହି ଫୋଟ ଏଭଳି ଦୃଶ୍ୟ ଭାରତୀୟ ଷ୍ଟେଟ ବ୍ୟାଙ୍କ ବାଲିଗୁଡ଼ାରେ ପ୍ରଧାନମନ୍ତ୍ରୀଙ୍କ ଜନଧନ ଯୋଜନା ଖାତାରେ ୫00ଟଙ୍କା ଜମାକରିଛନ୍ତି ସେହି ଟଙ୍କାକୁ ଉଠେଇବା ପାଇଁ ଆସିଥିବା ଗ୍ରାହକ ବ୍ୟାଙ୍କ ସମ୍ମୁଖରେ ନାହିଁ ନ ଥିବା ଭିଡ଼ ଜମାଉଛନ୍ତି ଏମାନଙ୍କୁ ବୁଝେଇବ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବାର ଦେଖିବାକୁ ମିଳିଛି ଦିନକୁ ଦିନ ଓଡ଼ିଶାରେ ବଢ଼ିବାରେ ଚାଲିଛି କରୋନା ଆକ୍ରାନ୍ତ ସଂଖ୍ୟା ଏହାକୁ ଦୃଷ୍ଟି ରଖି ତୁରନ୍ତ ସାମାଜିକ ଦୂରତାକୁ ଅବଲମ୍ବନ କରିବାସହ ଲୋକଙ୍କୁ ସଚେତନ କରାନ୍ତୁ l

Advertisement