Saturday, October 10, 2026
ADVERTISEMENT
Home ଗଜପତି ପ୍ରବାସୀ ଅନୁପ୍ରବେଶକାରିଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ସୂଚନା

ପ୍ରବାସୀ ଅନୁପ୍ରବେଶକାରିଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ସୂଚନା

245
ADVERTISEMENT

ପାରଳାଖେମୁଣ୍ଡି,୧୨-୦୫(ପ୍ରଭାତ କୁମାର ପାତ୍ର):କରୋନା ଭୂତାଣୁ ସଂକ୍ରାମକ ପ୍ରଭାବିତ ଯୋଗୁଁ ଲକଡାଉନ ଜାରି ରହିଛି ଏହି ଅବସରରେ ୩.୦ ଲକଡାଉନ ବଳବତ୍ତର ରହିବା ବେଳେ ସରକାରଙ୍କ ପକ୍ଷରୁ ବର୍ତମାନ ବାହାର ରାଜ୍ୟରୁ ଆଣିବା ପାଇଁ ପ୍ରବାସୀ ଓଡିଆ ଶ୍ରମିକଙ୍କ ପ୍ରବେଶକୁ ନେଇ ସରକାରଙ୍କ ନିଦ୍ଦେର୍ଶନାମା ଜାରି କରାଯାଇଛି। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି ।

Advertisement