୧୦୫୪ କିଲୋ ଓଜନର ଗଞ୍ଜେଇ ଜବତ l

10
ADVERTISEMENT

ମୋହନା,୧୩।୦୪(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ମୋହନା ଘଞ୍ଚ ଜଙ୍ଗଲ ରେ ଅଡ଼ବା ପୁଲିସର ଚଢ଼ାଉ ବେଳେ ୪୨ଟି ପ୍ଲାଷ୍ଟିକ ଜରି ଅଖାରେ ୧୦୫୪ କିଲୋ ଓଜନର ଗଞ୍ଜେଇ ଜବତ l ଏବଂ ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା ହେବ ବୋଲି ସୂଚନା ।

Advertisement