୨ କ୍ୱିଣ୍ଟାଲରୁ ଉର୍ଦ୍ଧ ଗଞ୍ଜେଇ ଜବତ ସହ ୩ ଜଣ ଅଭିଯୁକ୍ତ ଗିରଫ ।

3
ADVERTISEMENT

ମୋହନା,୦୩।୦୬(ଡ଼ି.ଏଚ ବ୍ୟୁରୋ):-ଗଜପତି ଜିଲ୍ଲା ଅଡବା ଥାନା ପୁଲିସ ୨ କ୍ୱିଣ୍ଟାଲ ରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନେ ହେଲେ ରାଇପଙ୍କା ଗ୍ରାମର ପ୍ରଶନ୍ନ କୁମାର ଟାଣ୍ଡି (୩୨), ଜିରାଙ୍ଗ ଗ୍ରାମର ମିଲନ ମାଝୀ (୩୩) ଓ ବୁଢ଼ାଗାଁର ଶ୍ରୀକାନ୍ତ ମଳିକ (୩୪)। ଏବଂ ଉକ୍ତ ଗଞ୍ଜେଇ ଉତ୍ତରପ୍ରଦେଶକୁ ଚୋରା ଚାଲାଣ ହେଉଥିଲା l ଯାହାର ଆନୁମାନିକ ବଜାର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ।

Advertisement