ADVERTISEMENT
Home କୋରାପୁଟ କୋରାପୁଟରେ ରିଲିଫ, ଆର୍ଥିକ ସହାୟତା ବଣ୍ଟନ

କୋରାପୁଟରେ ରିଲିଫ, ଆର୍ଥିକ ସହାୟତା ବଣ୍ଟନ

391
ADVERTISEMENT

ଜୟପୁର,୨୯।୪(ସୁକାନ୍ତ ପ୍ରଧାନ) : ଜୟପୁରସ୍ଥିତ ଓ ଏମ ଏମ ଚର୍ଚ୍ଚରେ କରୋନା ମହାମାରୀରୁ କିପରି ବିପଦ ମୁକ୍ତ ହେବେ ସେଥିପାଇଁ ସତର୍କର ବାର୍ତା ଦେଇ ଅଧକ୍ଷ୍ୟ ମହାଶୟ, ପାଳକ, ପ୍ରାଚୀନ ଏବଂ ଦିକନ ମାନଙ୍କ ଦ୍ୱାରା ବିଶ୍ୱାସୀ, ବିଶ୍ବାସିନୀ ମାନଙ୍କୁ କିଛି ଆର୍ଥିକ ସହାୟତା ଦେବା ସଙ୍ଗେ ସଙ୍ଗେ କିଛି ନିତ୍ୟ ପ୍ରୟୋଜନ ସାମଗ୍ରୀ ବିତରଣ କରାଯାଇଛି l

Advertisement