Saturday, November 21, 2026
ADVERTISEMENT
Home କନ୍ଧମାଳ କମ୍ବିଂ ଅପରେସନରେ ଟିଫିନ ବୋମା ସହ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ

କମ୍ବିଂ ଅପରେସନରେ ଟିଫିନ ବୋମା ସହ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ

822
ADVERTISEMENT

କନ୍ଧମାଳ, ୨୬I୦୪ (ସୁରେଶ କୁମାର ପଣ୍ଡା) : ପୋଲିସର କମ୍ବିଂ ଅପରେସନରେ ୨୦ଟି ଟିଫିନ ବୋମା ସହ ବିପୁଳ ପରିମାଣର ଅସ୍ତ୍ର ଶସ୍ତ୍ର ଜବତ କରିଥିବା ଜଣାପଡ଼ିଛି I ଏଭଳି ଦେଖିବାକୁ ମିଳିଛି ଚକାପାଦ ବ୍ଲକ ଏକ ସରକ୍ଷଣ ଜଙ୍ଗଲରେ ଏକ ବିଶେଷ ସୂତ୍ରରୁ ଖବର ପାଇ ସେଠାକୁ ଯାଇ ଜବତ କରିଥିବା ସହ କମ୍ବିଂ ଅପରେସନ ଜାରି ରଖିଛନ୍ତି ଏସ ଓଜି ଓ ଡ଼ିଭିଏଫ ମିଳିତ ଭାବେ କମ୍ବିଂରେ ସାମିଲ ଥିବା ସୂଚନା ଦେଇଛନ୍ତି କନ୍ଧମାଳ ଆରକ୍ଷୀ ଅଧିକାରୀ ପ୍ରତୀକ ସିଂ I

Advertisement