ବ୍ୟବସାୟୀ ଓ ଦୋକାନୀମାନଙ୍କୁ ମିଳିବ ପେନ୍‌ସନ୍‌ ସୁବିଧା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

552
ADVERTISEMENT

ନୂଆଦିଲ୍ଲୀ, ୫/୭ (ଡି.ଏଚ.ବି): ବାର୍ଷିକ ୧. ୫ କୋଟି ଟଙ୍କାରୁ କମ୍‌ ବିକ୍ରୟ କରୁଥିବା ସମସ୍ତ ବ୍ୟବସାୟୀ ଏବଂ ଦୋକାନୀମାନଙ୍କୁ ପେନ୍‌ସନ୍‌ ସୁବିଧା ମିଳିବ ବୋଲି ଆଜି ବଜେଟ୍‌ ଉପସ୍ଥାପନ ଅଭିଭାଷଣରେ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏମ୍‌ଏସ୍‌ଏମ୍‌ଇ ପାଇଁ ସରକାର ପେମେଣ୍ଟ୍‌ ପ୍ଲାଟ୍‌ଫର୍ମ ସୃଷ୍ଟି କରିବେ। ବିଶ୍ୱବ୍ୟାପୀ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତକୁ ଏଫ୍‌ଡିଆଇ ପ୍ରବାହ ଉତ୍ତମ ରହିଛି ବୋଲି ସେ କହିଛନ୍ତି। ଏଫ୍‌ଡିଆଇ ଗନ୍ତବ୍ୟସ୍ଥଳ ପାଇଁ ଆମେ ଭାରତକୁ ଅଧିକ ଆକର୍ଷଣୀୟ କରିବୁ। ଅନୁକୂଳ ସମୟରେ ସାମଗ୍ରୀ ଏବଂ ସେବା କ୍ଷେତ୍ରରେ ଭାରତରେ ପ୍ରବେଶ କରିଛି।


Advertisement