Saturday, October 10, 2026
ADVERTISEMENT
Home ଗଜପତି ମୋହନା ବ୍ଲକରେ ପ୍ରବଳବର୍ଷା ଓ ପବନରେ ଉଡି଼ଗଲା ଅସ୍ଥାୟୀ ପୋଲିସ ଟେଣ୍ଟ ଘର

ମୋହନା ବ୍ଲକରେ ପ୍ରବଳବର୍ଷା ଓ ପବନରେ ଉଡି଼ଗଲା ଅସ୍ଥାୟୀ ପୋଲିସ ଟେଣ୍ଟ ଘର

321
ADVERTISEMENT

ମୋହନା,୪।୪(ମୋହନ ଗୌଡ) :ସ୍ଥାନୀୟ ବ୍ଲକ ଅନ୍ତର୍ଗତ ପଂଚାୟତରେ ପ୍ରବଳ ବର୍ଷାଓ ପବନରେ ଉଡ଼ିଯାଇଛି ଛଣ ଛପର ଘର,ଦିନପ୍ରାୟ ୩ଟା ରେ ପ୍ରବଳ ପବନ ସାଙ୍ଗକୁବର୍ଷା ହେବାଯାଗୁ ଅସ୍ଥାୟୀଭାବେ ତିଆରି ହୋଇଥିବା କମଳାପୁର ଛକ ନିକଟ ତଥା ଗଜପତିଜିଲ୍ଲା ସୀମାନ୍ତ ବର୍ତ୍ତୀ ପୋଲିସ ଅସ୍ଥାୟୀ ଟେଣ୍ଟଘର ଟିକୁ କିଛି ଦୂରତା ପର୍ଯ୍ୟନ୍ତ ଉଡେଇ ନେଇଥିଲା /ଭୟରେ ପୋଲିସମାନେ ଦୌଡ଼ି ପଦାକୁ ବାହାରି ଆସିଥିଲେ ।

Advertisement