Saturday, September 19, 2026
ADVERTISEMENT
Home କଳାହାଣ୍ଡି ସ୍ଵେଛା ସେବିଙ୍କ ଦ୍ୱାରା ନାଳ ନ୍ରଦମା ସଫା

ସ୍ଵେଛା ସେବିଙ୍କ ଦ୍ୱାରା ନାଳ ନ୍ରଦମା ସଫା

614
ADVERTISEMENT

କଲାହାଣ୍ଡି୪।୪(କୁଲମଣି ସାହୁ) : ଏହି ସାହିରେ ପ୍ରାୟ୧୫଼୦ ଲୋକ। ହେଲେ କାହାର ନଜରରେ ଆସି ନ ଥିଲା ଏଭଳି ଦୃଶ୍ୟ । କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଖଲିଆପାଲିର ମଝି ପଡାରେ।ଏହି ପଡାରେ ନର୍ଦ୍ଦମା ଜମା ହୋଇ ବର୍ଷା ଦିନେ ନର୍ଦ୍ଦମା ପାଣି ରାସ୍ତା ଉପରକୁ ଚାଲି ଆସେ ଫଳରେ ନାନାପ୍ରକାର ଅସୁବିଧାରେ ସମୁ୍ଖିନ ହେବାକୁ ପଡି ଥାଏ। ସରପଂଚ ଶ୍ରୀଯୁକ୍ତ ମାଧବ ସାହୁଙ୍କ ପରାମର୍ଶରେ ଗ୍ରାମର ଯୁବ ସ୍ଵେଛା ସେବି ତଥା ମିଡିଆ ପ୍ରତିନିଧି ସରେଜ ସାହୁ ସ୍ଥାନିୟ ଯୁବକ ଶ୍ରୀ ଚୁଡାମଣି ସାହୁଙ୍କୁ ନେଇ ନର୍ଦ୍ଦମା ସଫେଇ କରିଥିଲେ। କରେନା ପାଇଁ ସରକାର ତରଫରୁ ଜନଗହଳିକୁ ବାରଣ କରିଥିବା ବେଳେ କେବଳ ସ୍ବେଛାସେବୀଙ୍କ ଦ୍ୱାରା ନର୍ଦ୍ଦମା ସଫେଇ କାର୍ଯ୍ୟ ହୋଇଥିଲା ।

Advertisement