Thursday, September 17, 2026
ADVERTISEMENT
Home ଆଞ୍ଚଳିକ ଭିଜିଲାନ୍ସ ହାତରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର (OAV) ପ୍ରିନ୍ସିପାଲ ସୀତାକାନ୍ତ...

ଭିଜିଲାନ୍ସ ହାତରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର (OAV) ପ୍ରିନ୍ସିପାଲ ସୀତାକାନ୍ତ ରଣା l

11
ADVERTISEMENT

କଳାହାଣ୍ଡି,୨୩।୦୭(ଡ଼ି.ଏଚ ବ୍ୟୁରୋ):-ଭିଜିଲାନ୍ସ ହାତରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର (OAV) ପ୍ରିନ୍ସିପାଲ ସୀତାକାନ୍ତ ରଣା l ସେ SHG ମହିଳା ମାନଙ୍କ ବିଲ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜୟପୁର ଭିଜିଲାନ୍ସ ହାତରେ ଟିମ୍ ଧରା ପଡିଛନ୍ତି l ଏବଂ ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଉଦ୍ଧାର କରାଯାଇଛି ।

Advertisement