କଳାହାଣ୍ଡି,୧୦।୦୬(ଡ଼ି.ଏଚ ବ୍ୟୁରୋ):-କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଖଜୁରୀପଡା ଗାଁ ନିକଟରେ ଅଜଣା ଟ୍ରକ ଧକ୍କାରେ ଦୁଇ ଟ୍ରକ ଡ୍ରାଇଭର ମୃତ l ସେମାନେ ରାସ୍ତାରେ ଟ୍ରକ ଛିଡା କରି ଟ୍ରକ ନିକଟରେ ଠିଆ ହୋଇଥିବା ବେଳେ ଅନ୍ୟ ଏକ ଅଜଣା ଟ୍ରକ ଆସି ଦୁଇ ଜଣଙ୍କୁ ଧକ୍କା ଦେଇ ଥିଲା l ଏବଂ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଥାନାରେ ଆତ୍ମ ସମର୍ପଣ କରିଥିବା ବେଳେ ଟ୍ରକକୁ ଜବତ କରିଛି ପୁଲିସ୍।


















