Friday, September 25, 2026
ADVERTISEMENT
Home କୋରାପୁଟ ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଚଢାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା...

ଅବକାରୀ ବିଭାଗ ଏବଂ ପୋଲିସ ମିଳିତ ଚଢାଉ କରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ଦେଶୀ ମଦ ଜାବତ

428
ADVERTISEMENT

ବୋରିଗୁମ୍ମା,୨୯ା୩(ଦୟାନିଧି ପଟନାୟକ ): ଶନିବାର ଦିନ ବୋରିଗୁମ୍ମା ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବେ ଜାମୁଣ୍ଡା ଓ ବଡ଼ପଡା ଗ୍ରାମରେ ଚଢାଉ କରି ୫00ଲିଟର ପୋଚ ନଷ୍ଟ କରିବା ସହ ୫0ଲିଟର ଦେଶୀ ମଦ ଜାବତ କରିଛି ।

Advertisement