Saturday, September 26, 2026
ADVERTISEMENT
Home କୋରାପୁଟ ଛତିଶଗଡର ସୁକମା ଠାରେ ନକ୍ସଲ ଆକ୍ରମଣରେ ୧୭ ଜଣ ଯବାନ ସହିଦ ଏବଂ ୧୪ ଜଣ...

ଛତିଶଗଡର ସୁକମା ଠାରେ ନକ୍ସଲ ଆକ୍ରମଣରେ ୧୭ ଜଣ ଯବାନ ସହିଦ ଏବଂ ୧୪ ଜଣ ଆହତ

434
ADVERTISEMENT

କୋରାପୁଟ,୨୩।୩(ସୁନୀଲ ଦାଶ ) ମାଲକାନଗିରି ସୀମାନ୍ତରେ ଥିବା ଛତିଶଗଡର ସୁକମା ଠାରେ ରବିବାର ବଡ଼ଧରଣର ନକ୍ସଲ ଆକ୍ରମଣ ହୋଇଛି l ଏଥିରେ ୧୭ ଜଣ ଯବାନ ସହିଦ ଏବଂ ୧୪ ଜଣ ଯବାନ କ୍ଷତ ବୀକ୍ଷତ ହୋଇଛନ୍ତି l ଘାୟଲ ଯବାନଙ୍କୁ ଏଆର ଆମ୍ବୁଲାନ୍ସ ମାଧ୍ୟମରେ ଚିକିତ୍ସା ପାଇଁ ରାଇପୁର ପଠାଯାଇଛି l ସୂଚନା ଅନୁଯାଇ ସୁରକ୍ଷା କର୍ମୀ ଗାଡିରେ ପେଟ୍ରୋଲିଙ୍ଗ କରୁଥବା ସମୟ ରେ ଅମ୍ବୁଷ ଲଗାଇ ଜଗିରହିଥିଲେ ଯବାନଙ୍କ ଟ୍ରକ ଦେଖିବା ମାତ୍ରେ ଚାରି ଆଡୁ ଆଖିପିଛୁଳାକେ ଗୁଳି ଚାଲଣl କରିଥିଲେ l ଯବାନ କିଛି ବୁଝିବା ଏବଂ ପୋଜିସନ ନେବା ପୂର୍ବରୁ ଚାରିଆଡ ଫାଏର ଯଗୁଁ ମଝୀଘେରରେ ଫସିଯାଇ ୧୭ ଜଣ ସହିଦ ହୋଇ ଯାଇଥିଲି ଓ ୧୪ ଜଣ ଘାୟଲ l ସୁରକ୍ଷା କର୍ମୀଙ୍କ ପାଲଟା ଆକ୍ରମଣ ରେ ୫ ଜଣ ନକ୍ସଲ ମୃତ୍ୟୁ ହେବାର ସୂଚନା ମିଳିଛି l

Advertisement