ନୂଆଦିଲ୍ଲୀ, ୨୧/୦୩(ଡ଼ିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରୋଜ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
“ନବରୋଜ ମୁବାରକ! ମୁଁ ପ୍ରାର୍ଥନା କରେକି, ଆଗାମୀ ବର୍ଷ ଖୁସି ଓ ସମୃଦ୍ଧିପୂର୍ଣ୍ଣ ହେଉ । ସମସ୍ତେ ସ୍ଵାସ୍ଥ୍ୟବାନ ହୁଅନ୍ତୁ ଏବଂ ସେମାନଙ୍କ ଆଶା ଓ ଆକାଂକ୍ଷା ପୂର୍ଣ୍ଣ ହେଉ,” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।




















