Monday, September 21, 2026
ADVERTISEMENT
Home କଳାହାଣ୍ଡି ଅଙ୍ଗନବାଡି କେନ୍ଦ୍ର ସମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର

ଅଙ୍ଗନବାଡି କେନ୍ଦ୍ର ସମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ଟ୍ରାନ୍ସଫର୍ମର

454
ADVERTISEMENT

କଳାହାଣ୍ଡି , ୧୫।୩(କୁଳମଣୀ ସାହୁ): କଲାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ଗୋନ୍ତିଆପଡା ଅଙ୍ଗନବାଡି କେନ୍ଦ୍ର ସମୁଖରେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି ଟନ୍ସଫର୍ମର । କିନ୍ତୁ ବିଦ୍ଯୁତ ବିଭାଗର ନଜର ନାହିଁ। ଏହା ଅଙ୍ଗନଓା୍ଡିରେ ପା୦ ପଡୁଥିବା ଛୋଟ ଛୋଟ ଛୁଆଙ୍କର ଜୀବନ ପ୍ରତି ବିପଦ ସୂଷ୍ଟି କରୁଥିବା ଗ୍ରାମ ବାସି ଅଭିଯୋଗ କରିଛନ୍ତି। ଉକ୍ତ କେନ୍ଦ୍ର ଠାରୁ ୧୦ ମିଟର ଦୂର ରେ ରହିଛି ଖୋଲାରେ ରହିଛି ଟନ୍ସଫର୍ମର। ସେହିପରି କେନ୍ଦ୍ର ଚାରି ପାଖରେ ପାଚେରୀ ନାହିଁ, ଯାହା ଫଳରେ କେନ୍ଦ୍ର କୁ ଆସୁଥିବା ୩-୫ବର୍ଷ ପିଲାଙ୍କ ଜିବନ ପ୍ରତି ବିପଦ ରହୁଥିବା ଦେଖି ବାକୁ ମିଲିଛି। ଉକ୍ତ ଟନ୍ସଫର୍ମ ଚାରି ପାଖରେ ପାଚେରୀ ମଧ୍ଯ ନାହିଁ। ଏଥି ପ୍ରତି ବିମୁଖ ବିଭାଗ ଓ ପ୍ରଶାସନ ତୁରନ୍ତ ଦୁଷ୍ଟି ଦେବାକୁ ବୁଦ୍ଧି ଜିବି ମହଲରୁ ମତ ପ୍ରକାଶ ପାଇଛି।

Advertisement