Sunday, September 20, 2026
ADVERTISEMENT
Home କଳାହାଣ୍ଡି ଜାତୀୟ ରାଜପଥ ୨୬ କଳାହାଣ୍ଡି ମୋଟେର ନିକଟରେ ଦୁର୍ଘଟଣା : ଜଣେ ମୃତ

ଜାତୀୟ ରାଜପଥ ୨୬ କଳାହାଣ୍ଡି ମୋଟେର ନିକଟରେ ଦୁର୍ଘଟଣା : ଜଣେ ମୃତ

505
ADVERTISEMENT

କଳାହାଣ୍ଡି,୧୮/୨(ଡିଏଚ): ଜାତୀୟ ରାଜପଥ ୨୬ କଳାହାଣ୍ଡି ମୋଟେର ନିକଟରେ ଘଟିଛି ଦୁର୍ଘଟଣା, ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ ଯୁବକ ହେଲେ କୋକସରା ବ୍ଲକ ମୋଟେର ଖୁଟୁଲୁଗୁଡାର ବବୃବାହାନ ହାତୀ, ଏକ ବିବାହରୁ ବିଳମ୍ବିତ ରାତିରେ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଭାରସାମ୍ୟ ହରାଇ ଏକ ମକା ବୋଝେଇ ଟ୍ରକ ମଧ୍ୟ ଓଲଟିଲା କୋକସରା ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି, ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Advertisement