Friday, November 6, 2026
ADVERTISEMENT
Home ଜିଲ୍ଲା ନୂଆପଡ଼ାରେ ବିଭିନ୍ନ ଗୋଷ୍ଠୀ ଗତ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାଯ୍ୟଳୟର ସମୁଖରେ ଧାରଣା

ନୂଆପଡ଼ାରେ ବିଭିନ୍ନ ଗୋଷ୍ଠୀ ଗତ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାଯ୍ୟଳୟର ସମୁଖରେ ଧାରଣା

393
ADVERTISEMENT

ନୂଆପଡ଼ା,୨୮।୧(ମନୋଜ କୁମାର ରଣା) : ନୂଆପଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଭିନ୍ନ ଗ୍ରାମର ଜନଜାତିର ଲୋକ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କର ଗୋଷ୍ଠୀ ଗତ ଅଧିକାର, କେତେକ ଲୋକଙ୍କୁ ଘର ନ ମିଳିବା ଅଭିଯୋଗ, ରାସ୍ତା ଘାଟ ଓ ବିଭିନ୍ନ ପ୍ରକାର ଅଧିକାର ଓ ବ୍ୟବସ୍ଥା ନ ମିଳିବା ଅଭିଯୋଗ ପାଇଁ ହଜାର ହଜାରରୁ ଉର୍ଦ୍ଧ୍ବ ସଂଖ୍ୟାରେ ଜନଜାତିର ଲୋକେ ବହୁ ସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇବା ସହ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଥିଲେ ।

Advertisement