ନୂଆପଡ଼ା,୧୧।୦୯(ଡ଼ି.ଏଚ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ବିଷ ପିଇ ନାବାଳିକା ପ୍ରେମିକାର ମୃତ୍ୟୁ ଘଟିଥିବାବେଳେ ପ୍ରେମିକ ଗୁରୁତର । ଉଭୟ ପ୍ରେମ ପାଇଁ ଘର ଛାଡ଼ିଥିଲେ। ଆଉ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଏବଂ ବିଷ ପିଇବାରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

















