Saturday, August 22, 2026
ADVERTISEMENT
Home ଆଞ୍ଚଳିକ ବଜ୍ରକାପ୍ତା ଛାଲ ଜବତ ସହ ୩ ଗିରଫ ।

ବଜ୍ରକାପ୍ତା ଛାଲ ଜବତ ସହ ୩ ଗିରଫ ।

3
ADVERTISEMENT

ନୂଆପଡ଼ା,୨୨/ ୮(ଡ଼ି.ଏଚ ବ୍ୟୁରୋ):-ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରେଞ୍ଜ ଅନ୍ତର୍ଗତ ପଲମା-ଝରନାଲା ସରକାରୀ ପମ୍ପ ହାଉସ ନିକଟରେ ଖଡ଼ିଆଳ ବନଖଣ୍ଡ ବିଭାଗର ଚଢ଼ାଉବେଳେ ୭.୦୯୮ କେଜି ଓଜନର ବଜ୍ରକାପ୍ତା ଛାଲ ଜବତ ସହ ୩ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ରାଣୀମୁଣ୍ଡାର ବାଲକୃଷ୍ଣ ହାତୀ (୩୦), ସୋନୁ ହାତୀ (୪୦) ଏବଂ ଛତିଶଗଡ଼ ଗରିଆବନ୍ଦ ଜିଲ୍ଲା ପିଠାପଡ଼ାର ରୋଶନ ଠାକୁର (୩୧)।

Advertisement