Wednesday, September 23, 2026
ADVERTISEMENT
Home ଜିଲ୍ଲା ସି.ସି.ଏ ବିଲ୍ ସମର୍ଥନରେ ବିଜେପିର ବିଶାଳ ରେଲି

ସି.ସି.ଏ ବିଲ୍ ସମର୍ଥନରେ ବିଜେପିର ବିଶାଳ ରେଲି

370
ADVERTISEMENT

ନୂଆପଡ଼ା,୨୯ା୧୨(ଡି.ଏଚ/ମନୋଜ କୁମାର ରଣା) : ଆଜି ଭାରତୀୟ ଜନତା ପାର୍ଟି ନୂଆପଡ଼ା ଜିଲ୍ଲା ତରଫରୁ ଆୟୋଜନ ହୋଇଥିବା CAA ବିଲ୍ ସମର୍ଥନରେ ବିଶାଳ ରାଲି ବା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ବିଜେପିର ବରିଷ୍ଠ ନେତା ଆମର ପ୍ରିୟ କଳାହାଣ୍ଡି ଲୋକସଭା ସାଂସଦ ବିଜେପି ରାଜ୍ୟସଭାପତି ଶ୍ରୀ ବସନ୍ତ କୁମାର ପଣ୍ଡା ମହୋଦୟ ତଥା ଭାରତୀୟ ଜନତା ପାର୍ଟିର ପ୍ରାୟ ସମସ୍ତ ନେତା କାର୍ଯ୍ୟକର୍ତା ଓ ନୂଆପଡ଼ା ଜିଲ୍ଲାର ବୁଦ୍ଧି ଯିବି ଏବଂ ଜନସାଧାରଣ ସାମିଲ ହୋଇ କାର୍ଯ୍ୟକ୍ରମକୁ ବା CAA ବିଲକୁ ସପୋଟ କରି ଶୋଭାଯାତ୍ରାକୁ ସଫଳ କରିଥିଲେ ।

Advertisement