Thursday, September 24, 2026
ADVERTISEMENT
Home ଜିଲ୍ଲା ରେଡକ୍ରସ୍ ପକ୍ଷରୁ ସ୍ଵଚ୍ଛାକୃତ ରକ୍ତଦାନ ଶିବିର

ରେଡକ୍ରସ୍ ପକ୍ଷରୁ ସ୍ଵଚ୍ଛାକୃତ ରକ୍ତଦାନ ଶିବିର

339
ADVERTISEMENT

ନୂଆପଡ଼ା,୨୪/୧୨,(ଡି.ଏଚ/ମନୋଜ କୁମାର ରଣା) : ନ୍ୟାସନାଲ କଲେଜ ନୂଆପଡ଼ାରେ YRC ୟୁଥ୍ ରେଡକ୍ରସ୍ ପକ୍ଷରୁ ନ୍ୟାସନାଲ କଲେଜ ନୂଆପଡ଼ା ଠାରେ ଜିଲ୍ଲା ସ୍ତରୀୟ ସ୍ଵଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା ଏଥିରେ କଲେଜର ଅଧ୍ୟକ୍ଷ ଶ୍ରୀ ସମରେନ୍ଦ୍ର ନାରାୟଣ ଦାସ ସମେତ ନୂଆପଡ଼ା ଜିଲ୍ଲା ମେଡ଼ିକାଲ ଅଫିସର ସହ ତାଙ୍କ ପୁରା ଟିମ୍ ଉପସ୍ଥିତ ଥିଲେ ।

Advertisement