Friday, November 6, 2026
ADVERTISEMENT
Home ଜିଲ୍ଲା ଆଧାରକାର୍ଡ଼ ସଂଶୋଧନରେ ଠକାମୀ

ଆଧାରକାର୍ଡ଼ ସଂଶୋଧନରେ ଠକାମୀ

400
ADVERTISEMENT

ନୂଆପଡ଼ା୧୯/୧୨,(ଡି.ଏଚ/ମନୋଜ କୁମାର ରଣା) : ନୂଆପଡ଼ା ଜିଲ୍ଲା ନୂଆପଡ଼ା ସହର ସ୍ଥିତ ସ୍ଥାନୀୟ ଏକତାଛକ ଅନ୍ତର୍ଗତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଆଧାର କାର୍ଡ ପରିବର୍ତ୍ତନ କେନ୍ଦ୍ରରେ ଆଧାର କାର୍ଡ ପରିବର୍ତ୍ତନ କରେଇବା ନିମନ୍ତେ ଯେଉଁଠି ୫୦ ଟଙ୍କା ନେବା କଥା ସେ ସ୍ଥାନରେ ୧୦୦ ଟଙ୍କା ନେଇ ଜନସାଧାରଣଙ୍କୁ ବୋକା ବନଉଛନ୍ତି ଆଧାର କାର୍ଡ କର୍ମଚାରୀ ।

Advertisement