ଓଡ଼ିଆ ପାଇଲଟ ସୁନୀତ ମହାନ୍ତିଙ୍କୁ ଅନ୍ତିମ ସଂସ୍କାର

363
ADVERTISEMENT

ନୂଆଦିଲ୍ଲୀ, ୨୨/୬(ଏଜେନ୍ସି): ଅରୁଣାଚଳ ପ୍ରଦେଶରେ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ବାୟୁସେନା ଅଧିକାରୀ ଫ୍ଲାଇଟ୍ ଲେଫ୍ଟନାଣ୍ଟ  ସୁନୀତ୍ ମହାନ୍ତିଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ଆଜି ଦିଲ୍ଲୀ କେଣ୍ଟରେ ଥିବା ୱାର ସ୍କୋୟାରର ୱାର ସେମେଂଟାରିରେ ବାୟୁସେନା ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟଦା ପ୍ରଦାନ ପରେ କରାଯିବ ଶେଷ ସଂସ୍କାର । ଏହା ପୂର୍ବରୁ ଦିଲ୍ଲୀରେ ଥିବା ଫ୍ଲାଇଟ୍ ଲେଫ୍ଟନାଣ୍ଟ  ସୁନୀତ୍ ମହାନ୍ତିଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ନିଆଯିବ ମରଶରୀର । 

Advertisement