Monday, September 21, 2026
ADVERTISEMENT
Home ଜାତୀୟ ଖାଇ ଭିତରକୁ ଖସିଲା ଯାତ୍ରୀବାହୀ ବସ୍‌: ୨୫ ମୃତ, ୩୫ ଗୁରୁତର

ଖାଇ ଭିତରକୁ ଖସିଲା ଯାତ୍ରୀବାହୀ ବସ୍‌: ୨୫ ମୃତ, ୩୫ ଗୁରୁତର

385
ADVERTISEMENT

ନୂଆଦିଲ୍ଲୀ, ୨୦/୬(ଡିଏଚବି): ହିମାଚଳପ୍ରଦେଶର କୁଲୁ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ରାଜ୍ୟର ଏକ ଯାତ୍ରୀବାହୀ ବସ୍‌ ଆଜି ବଞ୍ଜରରୁ ଗଡ଼ଗୁସାହାଣି ଅଞ୍ଚଳକୁ ଯାତ୍ରା କରୁଥିବାବେଳେ ଅଧାବାଟରେ କୁଲୁସ୍ଥିତ ବଞ୍ଜର ଅଞ୍ଚଳରେ ଏକ ଖାଇ ମଧ୍ୟକୁ ଖସିପଡ଼ିବାରୁ ବସ୍‌ରେ ଥିବା ୨୫ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବାବେଳେ ୩୫ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବସ୍‌ଟିରେ ସମୁଦାୟ ୫୦ଜଣ ଯାତ୍ରୀ ବସିଥିଲେ। ତେବେ ଦୁର୍ଘଟଣା ଘଟିବା ପରେ ବର୍ତ୍ତମାନ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି।

Advertisement