ବାଲିଗୁଡ଼ା,୧୫-୧୧(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ବାରଖମା ପଞ୍ଚାୟତ ଏଗାର ପଦର ଓ ଜୁନାଗାଁ ଠାରେ ପୋଲିସ ଓ ଅବକାରୀ ବିଭାଗଙ୍କ ମିଳିତ ଚଢ଼ାଉରେ ୧୮0ଏକର ଜମିରେ ଗଞ୍ଜେଇ ଗଛ ଲଗାଯାଇଥିଲା ଯାହାର ମୂଲ୍ୟ ୧୮କୋଟିରୁ ଉର୍ଦ୍ଧ ହେବ ବୋଲି ସୂଚନା ଦେଇଛନ୍ତି ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ ବେହେରା ଓ ଅବକାରୀ ବିଭାଗର ଅଧିକାରୀ ମାଧବ କୌଶଲ୍ୟା ।





















